অর্থ : ଏକ ପ୍ରକାର ଛୋଟ ପକ୍ଷୀ
উদাহরণ :
ଥରଥର କମ୍ପନୀ ପକ୍ଷୀ ବସିବାବେଳେ ଥରଥର ହୋଇ କମ୍ପିଲାଭଳି ଜଣାପଡ଼େ
সমার্থক : ଥରଥର କମ୍ପନୀ ପକ୍ଷୀ
অন্যান্য ভাষায় অনুবাদ :
एक प्रकार की छोटी चिड़िया।
थरथर-कँपनी बैठने पर थरथर काँपती हुई प्रतीत होती है।