অর্থ : ସମୟର କିଛି ଅଂଶ ଯାହା ଗଣତିବେଳେ ଏକ ବୋଲି ଗଣାଯାଏ
উদাহরণ :
ମୁଁ ତାକୁ କେତେଥର ଫୋନ କରିଛି ମହାବୀର ସକାଳୁ ତିନିଥର ଖାଇଲାଣି
অন্যান্য ভাষায় অনুবাদ :
অর্থ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
উদাহরণ :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
অন্যান্য ভাষায় অনুবাদ :
অর্থ : ସଂଖ୍ୟା ବିଚାରଦ୍ୱାରା ବନ୍ଧୁକରୁ ଗୋଳି ଚଲାଇବା କ୍ରିୟା
উদাহরণ :
ପୋଲିସ ଚାରିଥର ଗୋଳି ଚଳାଇଲେ
সমার্থক : ରାଉଣ୍ଡ୍
অন্যান্য ভাষায় অনুবাদ :