অর্থ : ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ଏହି ତିନି କାଳକୁ ଜାଣୁଥିବା ବା ଦେଖୁଥିବା ବ୍ୟକ୍ତି
উদাহরণ :
ତ୍ରିକାଳଜ୍ଞ ଯାହାକିଛି ଏହାଙ୍କ ବିଷୟରେ କହିଥିଲେ ତାହା ସବୁ ସତ ହେଲା
সমার্থক : ତ୍ରିକାଳଦର୍ଶୀ
অন্যান্য ভাষায় অনুবাদ :
भूत, भविष्य और वर्तमान इन तीनों कालों को जानने या देखने वाला व्यक्ति।
त्रिकालज्ञ ने जो कुछ भी उसके बारे में बताया था वह सब सही निकला।অর্থ : ଯେ ଯୋଗର ବିଭୂତି ପାଇ ସାରିଛନ୍ତି
উদাহরণ :
ସିଦ୍ଧ ସଂମୁଖାନନ୍ଦଜୀ ପ୍ରବେଶ କରୁଛନ୍ତି
সমার্থক : ଅଲୌକିକଶକ୍ତି ସମ୍ପନ୍ନ, ସଂସିଦ୍ଧ, ସାଧନୋତୀର୍ଣ୍ଣ, ସିଦ୍ଧ
অন্যান্য ভাষায় অনুবাদ :