অর্থ : ଏକ ପ୍ରକାରର ପ୍ରକାଶ
উদাহরণ :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
সমার্থক : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
অন্যান্য ভাষায় অনুবাদ :
एक तरह का प्रकाश।
उसके चेहरे की चमक स्पष्ट झलक रही थी।অর্থ : କୌଣସି କାମପାଇଁ ହେଉଥିବା ଉତ୍ସାହ
উদাহরণ :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
সমার্থক : ଉତ୍ସାହ, ଚଞ୍ଚଳତା, ଫୂର୍ତ୍ତି, ସ୍ପୂର୍ତ୍ତି
অন্যান্য ভাষায় অনুবাদ :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessঅর্থ : ତେଜ ବା ପ୍ରଖର
উদাহরণ :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
সমার্থক : ଉଗ୍ର, ତୀକ୍ଷ୍ଣ, ତୀବ୍ର, ପ୍ରଖର, ଶାଣିତ
অন্যান্য ভাষায় অনুবাদ :
Having or demonstrating ability to recognize or draw fine distinctions.
An acute observer of politics and politicians.