অর্থ : କିଷ୍କିନ୍ଧ୍ୟାର ବାନର ରାଜା ଯେ ସୁଗ୍ରୀବଙ୍କ ବଡ଼ ଭାଇ ଓ ଅଙ୍ଗଦଙ୍କ ପିତା ଥିଲେ
উদাহরণ :
ଭଗବାନ ରାମ ବାଳୀକୁ ମାରିଥିଲେ
সমার্থক : କପିନ୍ଦ୍ର, ତାରାପତି, ବାଳୀ, ସୁଗ୍ରୀବାଗ୍ରଜ
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ଶ୍ରୀରାମଙ୍କର ମିତ୍ର ଥିବା ଏବଂ ରାମ - ରାବଣ ଯୁଦ୍ଧରେ ରାମଙ୍କୁ ବହୁତ ସହାୟତା କରିଥିବା ବାନର ମାନଙ୍କର ରାଜା
উদাহরণ :
ସୁଗ୍ରୀବ କିଷ୍କିଦାର ଅଧିପତି ଥିଲେ
সমার্থক : ଅର୍କତନୟ, ତାରାପତି, ମର୍କଟପାଳ, ସୁଗ୍ରୀବ
অন্যান্য ভাষায় অনুবাদ :
An imaginary being of myth or fable.
mythical being