অর্থ : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
উদাহরণ :
ଖରାରେ କୂଅର ଜଳ ସ୍ତର ଖସିଯାଏ
সমার্থক : ସ୍ତର
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁର ଭିତର ତଳ ସ୍ତର
উদাহরণ :
ଲୋଟାର ତଳଅଂଶରେ ଭସ୍ମ ଜମିଯାଇଛି
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁର ତଳଭାଗ ଯାହା ଆଧାରରେ ତାହା ଅଟକି ରହେ
উদাহরণ :
ଏହି କଡେଇର ତଳ ମୋଟା
সমার্থক : ନିମ୍ନ ଭାଗ, ନିମ୍ନ ସ୍ଥଳ
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁର ତଳ ଅଂଶ
উদাহরণ :
ଏହି କବାଟର ନିମ୍ନ ଅଂଶ ନଷ୍ଟ ହୋଇଯାଇଛି
অন্যান্য ভাষায় অনুবাদ :
অর্থ : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
উদাহরণ :
ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
অন্যান্য ভাষায় অনুবাদ :
Of low or inferior quality.
inferior