অর্থ : କନା, ଅଖା,ପଲିଥିନଆଦିରେ ତିଆରି ହୋଇଥିବା ସଂରଚନା ଯାହାକୁ ଖୁମ୍ବଆଦି ସହାୟତାରେ ଟାଣି ମେଲେଇ ଦିଆଯାଏ
উদাহরণ :
ଏନ.ସି.ସିର ପିଲାମାନେ ନିଜ ନିଜର ତମ୍ବୁ ପକାଉଛନ୍ତି
সমার্থক : ଛାଉଣୀ
অন্যান্য ভাষায় অনুবাদ :
A portable shelter (usually of canvas stretched over supporting poles and fastened to the ground with ropes and pegs).
He pitched his tent near the creek.