সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସେହି ସମୟର
উদাহরণ : ତତ୍କାଳୀନ ପରିସ୍ଥିତି ଅନୁକୂଳ ନ ଥିଲା, ଏଥିପାଇଁ ମୁଁ ଚୁପ ରହିଲି
সমার্থক : ତତ୍କାଳୀନ, ତାତ୍କାଳିକ
অন্যান্য ভাষায় অনুবাদ :हिन्दी
उसी समय का।
অর্থ : ତତ୍କାଳ ବା ତୁରନ୍ତ ହୋଇଥିବା
উদাহরণ : ସେ ତତ୍କାଳିକ ଭାଷଣ ପ୍ରତିଯୋଗିତାରେ ଭାଗ ନେଇଥିଲା
অন্যান্য ভাষায় অনুবাদ :हिन्दी English
तत्काल या तुरन्त का।
Immediately before or after as in a chain of cause and effect.
অর্থ : ସେହି ସମୟରେ ଘଟିଥିବା
উদাহরণ : ତତ୍କାଳିକ ପରିସ୍ଥିତି ଆଜିର ପରିସ୍ଥିତି ଠାରୁ ବହୁତ ଅଲଗା ଥିଲା
সমার্থক : ସେକାଳର, ସେତେବେଳର, ସେସମୟର
उस समय का।
At a specific prior time.
ইনস্টল