অর্থ : ଚୁଟି ବାନ୍ଧିବାପାଇଁ ଡୋର ବା ଫିତା
উদাহরণ :
ମୋ ଡୋରି କେଉଁଠି ହଜିଯାଇଛି
অন্যান্য ভাষায় অনুবাদ :
অর্থ : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
উদাহরণ :
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
সমার্থক : ଅଣ୍ଟାସୁତା, କମରସୁତା, ଡୋର
অন্যান্য ভাষায় অনুবাদ :
A tie consisting of a cord that goes through a seam around an opening.
He pulled the drawstring and closed the bag.অর্থ : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
উদাহরণ :
ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
সমার্থক : ଡୋର
অন্যান্য ভাষায় অনুবাদ :