অর্থ : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ
উদাহরণ :
ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ
সমার্থক : ଅଂଶ
অন্যান্য ভাষায় অনুবাদ :
অর্থ : ତାପମାତ୍ରା ମାପିବାର ଗୋଟିଏ ଏକକ
উদাহরণ :
କାଲି ଏଠାକାର ତାପମାତ୍ରା ୨୦ ଡିଗ୍ରୀ ଥିଲା
সমার্থক : ଡିଗ୍ରୀ ସେଲ୍ସିୟସ
অন্যান্য ভাষায় অনুবাদ :
तापमान मापने की एक इकाई।
कल यहाँ का तापमान 20 डिग्री सेल्सियस था।A unit of temperature on a specified scale.
The game was played in spite of the 40-degree temperature.অর্থ : ଦେୱାନୀ ଅଦାଲତର ଯେଉଁ ଫଇସଲା ଅନୁସାରେ ବାଦୀକୁ କୌଣସି ଅଧିକାର ମିଳେ
উদাহরণ :
ତାଙ୍କୁ ଘର ସମ୍ବନ୍ଧୀୟ ଡିଗ୍ରୀ ମିଳିଗଲା
অন্যান্য ভাষায় অনুবাদ :