অর্থ : ଠକିବାର କାମ
উদাহরণ :
ପୋଲିସ ରେଳଗାଡ଼ିରେ ଠକାମି କରୁଥିବା ଦୁଇଜଣ ଠକଙ୍କୁ ଧରିଲେ
অন্যান্য ভাষায় অনুবাদ :
অর্থ : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ
উদাহরণ :
ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ
অন্যান্য ভাষায় অনুবাদ :
वह काम जो किसी को धोखे में डाल कर कोई स्वार्थ साधने के लिए किया जाए।
उसने छल से पूरी जायदाद अपने नाम करा ली।