অর্থ : ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
উদাহরণ :
ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
অন্যান্য ভাষায় অনুবাদ :
Charge against a citizen's person or property or activity for the support of government.
revenue enhancement, tax, taxationঅর্থ : କୌଣସି ବ୍ୟକ୍ତି, ସମ୍ପତ୍ତି, ବ୍ୟାପାରଆଦି କାମରୁ ଯେଉଁ ଧନକୁ କେହି ଅଧିକାରୀ ନିଜପାଇଁ ନେଇଥାଏ
উদাহরণ :
ମୋଗଲ ଶାସନ କାଳରେ ଶାସକ ଓ ସାମନ୍ତଙ୍କ ଦ୍ୱାରା ଭାରତୀୟ ଜନତାଙ୍କଠାରୁ ଅନେକ ପ୍ରକାରର କର ଅସୁଲ କରାଯାଉଥିଲା
অন্যান্য ভাষায় অনুবাদ :
Charge against a citizen's person or property or activity for the support of government.
revenue enhancement, tax, taxation