অর্থ : ଅଟାରେ ଜୁଆଣି, ଶୁଣ୍ଠି ଆଦି ମସଲା ମିଶାଇ ପ୍ରସୂତୀକୁ ଖୁଆଇବା ପାଇଁ ତିଆରି ହେଉଥିବା ଗୋଟିଏ ପ୍ରକାର ରୁଟି
উদাহরণ :
ଟିକଡା ରୁଟି ଖାଇଲେ ରକ୍ତ ପରିଷ୍କାର ହୁଏ ତଥା ପେଟରେ ବାୟୁ ହୁଏ ନାହିଁ
সমার্থক : ଟିକଡା ରୁଟି
অন্যান্য ভাষায় অনুবাদ :
प्रसूता को खिलाई जाने वाली एक तरह की रोटी जिसके आटे में अजवाइन, सोंठ आदि मसाले मिले होते हैं।
टिकड़ा खाने से खून साफ़ होता है तथा गैस नहीं बनती।অর্থ : ଆଞ୍ଚ ଉପରେ ସେକି କରାହେଉଥିବା ଛୋଟ, ଚେପଟା ଏବଂ ମୋଟା ରୁଟି
উদাহরণ :
କୃଷକ ଟିକଡା ରୁଟି ଓ ଚଟଣି ଖାଉଛି
সমার্থক : ଟିକଡା ରୁଟି
অন্যান্য ভাষায় অনুবাদ :