অর্থ : ଟାଣିବାର କ୍ରିୟା
উদাহরণ :
ଟାଣିବା ହେତୁ ଏହି ତାରର ଦୈର୍ଘ୍ୟ ବଢ଼ିଯାଇଛି
অর্থ : ଟାଣିବା କ୍ରିୟା
উদাহরণ :
ଅଧିକ ଟାଣିବାଯୋଗୁଁ ରବର ଛିଣ୍ଡିଗଲା
সমার্থক : ଭିଡ଼ିବା
অন্যান্য ভাষায় অনুবাদ :
অর্থ : ଚିହ୍ନ ବା ଦାଗରେ ରୂପ ବନାଇବା
উদাহরণ :
ସେ ଘରର ନକ୍ସା ଟାଣୁଛି
সমার্থক : ଖିଞ୍ଚିବା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁକୁ ତାର ପୂରା ଲମ୍ବା ବା ଚଉଡ଼ା ପର୍ଯ୍ୟନ୍ତ ବଢ଼େଇବା
উদাহরণ :
ଶିକାରୀ ଧନୁର ଡୋରକୁ ଟାଣୁଛି
অন্যান্য ভাষায় অনুবাদ :
অর্থ : ରଗଡ଼ିବା ଭଳି ଘୋଷାଡ଼ିବା
উদাহরণ :
ସେ ଟେବୁଲ୍ରେ ଥିବା ବହିକୁ ମୋ ଆଡ଼କୁ ଟାଣିଲେ
অন্যান্য ভাষায় অনুবাদ :
Pull, as against a resistance.
He dragged the big suitcase behind him.অর্থ : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ କୌଣସି ବସ୍ତୁ, ବ୍ୟକ୍ତିଆଦିଦ୍ୱାରା ନିଜ ଶକ୍ତି ବା ପ୍ରେରଣାରେ ନିଜ ପାଖକୁ ଆକର୍ଷିତ କରିବା
উদাহরণ :
ଭଗବାନ ରାମଙ୍କର ରୂପ ସବୁ ମିଥିଳାବାସୀଙ୍କୁ ଆକର୍ଷିତ କରୁଥିଲା
সমার্থক : ଆକର୍ଷିତ କରିବା, ଆକୃଷ୍ଟ କରିବା, ଲୋଭାନ୍ୱିତ କରିବା
অন্যান্য ভাষায় অনুবাদ :
किसी वस्तु, व्यक्ति आदि को किसी वस्तु, व्यक्ति आदि के द्वारा अपनी शक्ति या प्रेरणा से अपने पास लाना।
भगवान राम का रूप सभी मिथिलावासियों को आकर्षित कर रहा था।Direct toward itself or oneself by means of some psychological power or physical attributes.
Her good looks attract the stares of many men.অর্থ : କାହାରିକୁ ଆସ୍ତେଆସ୍ତେ ଯିବାରେ ପ୍ରବୃତ୍ତ କରିବା
উদাহরণ :
ବୁଢାବାପାଙ୍କ ଖଟକୁ ପୁଅ ଖରାକୁ ଘୁଞ୍ଚେଇଲା
সমার্থক : ଘୁଞ୍ଚେଇବା, ଘୋଷାରିନେବା
অন্যান্য ভাষায় অনুবাদ :
অর্থ : କାହାକୁ କୌଣସି କାମରେ ଜବରଦସ୍ତି ଜୋଡିବା
উদাহরণ :
ମୋ ମନ ନ ଥିଲେ ବି ରାମ ମୋତେ ଏହି କାମ କରିବା ପାଇଁ ଟାଣିଲା
অন্যান্য ভাষায় অনুবাদ :
অর্থ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
উদাহরণ :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
সমার্থক : ଅବଶୋଷିତ କରିବା, ପିଇବା, ଶୋଷଣ କରିବା
অন্যান্য ভাষায় অনুবাদ :