অর্থ : ଝାମ୍ପିନେବାର ପ୍ରକ୍ରିୟା ବା ଭାବ
উদাহরণ :
ରୁଟି ଖଣ୍ଡେ ମିଳିଲା ମାତ୍ରେ କାଉ ତାକୁ ଝାମ୍ପ ମାରି ନେଇ ଖାଇବାକୁ ଲାଗିଲା
সমার্থক : ଝମ୍ପ
অন্যান্য ভাষায় অনুবাদ :
অর্থ : ଆଙ୍ଗୁଳିଗୁଡ଼ିକଦ୍ୱାରା କୌଣସି ବସ୍ତୁ ଧରିବା ସମୟରେ ହାତର ପଞ୍ଝାରେ ହେଉଥିବା ଏକ ମୁଦ୍ରା
উদাহরণ :
ଛଞ୍ଚାଣର ଝାମ୍ପରେ ଗୁଣ୍ଡୁଚି ମୂଷା ପଡ଼ିଗଲା
অন্যান্য ভাষায় অনুবাদ :
A sharp hooked claw especially on a bird of prey.
talon