অর্থ : କୌଣସି କଥାରେ ହୋଇଥିବା କଳହ
উদাহরণ :
ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
সমার্থক : କଥା କଟାକଟି, ଖିଟିମିଟି, ଯୁକ୍ତିତର୍କ
অন্যান্য ভাষায় অনুবাদ :
অর্থ : ଅଯଥା ଯୁକ୍ତିତର୍କ
উদাহরণ :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
সমার্থক : କନ୍ଦଳ, କଳି, ତକରାଳ, ବିତଣ୍ଡା, ଯୁକ୍ତିତର୍କ
অন্যান্য ভাষায় অনুবাদ :
অর্থ : କୌଣସି କଥାରେ ହେଉଥିବା ବିବାଦ
উদাহরণ :
ସେ କଳିର କାରଣ ଜାଣିବାକୁ ଚାହୁଁଛି
সমার্থক : କଳି
অন্যান্য ভাষায় অনুবাদ :
किसी बात पर होने वाली कहा-सुनी या विवाद।
वह झगड़े का कारण जानना चाहता है।অর্থ : ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
উদাহরণ :
ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
সমার্থক : କନ୍ଦଳ, ଯୁଦ୍ଧ, ରଣ, ଲଢ଼ାଇ, ସଂଗ୍ରାମ, ସମର
অন্যান্য ভাষায় অনুবাদ :
शत्रुतावश दो दलों के बीच हथियारों से की जाने वाली लड़ाई।
महाभारत का युद्ध अठारह दिनों तक चला था।অর্থ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
উদাহরণ :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
সমার্থক : ଉଚ୍ଚବାଚ, କଳି, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
অন্যান্য ভাষায় অনুবাদ :
Witty language used to convey insults or scorn.
He used sarcasm to upset his opponent.