অর্থ : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ
উদাহরণ :
ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି
অন্যান্য ভাষায় অনুবাদ :
অর্থ : ଗଛର ଯେଉଁ ମୂଳ ଔଷଧ କାମରେ ଲାଗେ
উদাহরণ :
ବୈଦ୍ୟ ଖଣ୍ଡେ ଜଡ଼ି ଘୋରି ରୋଗୀକୁ ପିଆଇଲେ
অন্যান্য ভাষায় অনুবাদ :