অর্থ : ବହୁତ ପ୍ରାଚୀନ କାଳର ଜୀବଜନ୍ତୁ, ଗଛଲତାଆଦିଙ୍କର ଅବଶିଷ୍ଟ ରୂପ ଯାହା ମାଟି ଖୋଳିବା ସମୟରେ ଭିତର ସ୍ତରରେ ଦବି ଯାଇଥିବା ଅବସ୍ଥାରେ ମିଳେ
উদাহরণ :
ଚୀନରେ ଡାଇନୋସର ଅଣ୍ଡାର ଜୀବାଶ୍ମ ମିଳିଛି
সমার্থক : ଜୀବାବଶେଷ
অন্যান্য ভাষায় অনুবাদ :
The remains (or an impression) of a plant or animal that existed in a past geological age and that has been excavated from the soil.
fossil