অর্থ : ବଡ଼ ଜାହାଜ ଉପରେ ଏଥିପାଇଁ ରଖାଯାଇଥିବା ସେହି ଛୋଟ ନୌକା, ଜାହାଜ ବୁଡ଼ିବାବେଳେ ଲୋକେ ଯାହା ଉପରେ ଚଢ଼ି ନିଜ ଜୀବନ ବଞ୍ଚାଇ ପାରିବେ
উদাহরণ :
ନାବିକ ଯାତ୍ରୀମାନଙ୍କୁ ସାବଧାନ କଲେ କି ଜାହାଜ ଡୁବିଯିବ ତେଣୁ ଆପଣ ସମସ୍ତେ ଜୀବନ ତରୀ ବ୍ୟବହାର କରନ୍ତୁ
অন্যান্য ভাষায় অনুবাদ :
A strong sea boat designed to rescue people from a sinking ship.
lifeboat