অর্থ : ଜାହାଜର କର୍ମଚାରୀ
উদাহরণ :
ଜାହାଜୀମାନେ ଯାତ୍ରୀଙ୍କୁ ସାହାଯ୍ୟ କଲେ
সমার্থক : ଜାହାଜ-କର୍ମଚାରୀ
অন্যান্য ভাষায় অনুবাদ :
অর্থ : ଜାହାଜରେ ଯାତ୍ରା କରୁଥିବା ବ୍ୟକ୍ତି
উদাহরণ :
ଜାହାଜୀ ଜାହାଜ ଉପରେ ଛିଡା ହୋଇ ଅଥଳ ସମୁଦ୍ରକୁ ଅନେଇ ଥିଲେ
সমার্থক : ଜାହାଜ-ଯାତ୍ରୀ
অন্যান্য ভাষায় অনুবাদ :
অর্থ : ଜାହାଜ ସମ୍ବନ୍ଧୀୟ ବା ଜାହାଜର
উদাহরণ :
ଜାହାଜୀ କାଉ ବୁଲିବୁଲି ପୁଣି ଜାହାଜ ଉପରକୁ ଆସେ
অন্যান্য ভাষায় অনুবাদ :