অর্থ : କୌଣସି କାମ, ସ୍ଥିତି ଆଦି ଜାରି ରଖିବା
উদাহরণ :
ଆମେ ରାତିରେ କାମ ଚାଲୁ ରଖିଲୁ
সমার্থক : ଚାଲୁ ରଖିବା
অন্যান্য ভাষায় অনুবাদ :
অর্থ : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
উদাহরণ :
ଏହି କାମକୁ ଚାଲିବାକୁ ଦିଅନ୍ତୁ
সমার্থক : ଚଲାଇବା, ଚାଲିବାକୁ ଦେବା, ଚାଲୁରହିବା, ପରିଚାଳିତ କରିବା
অন্যান্য ভাষায় অনুবাদ :