অর্থ : ଜାଗ୍ରତ ଅବସ୍ଥାରେ ନିଦ୍ରାରହିତ ରହିବା
উদাহরণ :
ସେ କେତେ ଦିନରୁ ଜାଗି ରହୁଛି
সমার্থক : ଉଜାଗର ହେବା, ଚେଇଁବା
অন্যান্য ভাষায় অনুবাদ :
Be awake, be alert, be there.
wakeঅর্থ : ନିଦରୁ ଉଠିବା
উদাহরণ :
ମୁଁ ଆଜି ସକାଳ ସାତଟାରେ ଉଠିଲି
সমার্থক : ଆଖି ଖୋଲିବା, ଉଠିବା, ଶୋଇକି ଉଠିବା
অন্যান্য ভাষায় অনুবাদ :