অর্থ : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
উদাহরণ :
୧୮୫୭ର ଜନଜାଗରଣ ଧୀରେଧୀରେ ଯୁଦ୍ଧର ରୂପନେଲା
সমার্থক : ଜାଗୃତି
অন্যান্য ভাষায় অনুবাদ :
অর্থ : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
উদাহরণ :
ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
অন্যান্য ভাষায় অনুবাদ :
অর্থ : ଚେଇଁବା କ୍ରିୟା ବା ଭାବ
উদাহরণ :
ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
সমার্থক : ଉଜାଗର
অন্যান্য ভাষায় অনুবাদ :