অর্থ : ପାଣିରେ ଚିନି, ଲୁଣ, ଜିରା ଓ ଲେମ୍ଭୁ ରସ ବା ଖଟା ରସଆଦି ପକାଇ ତିଆରି କରାଯାଉଥିବା ପାନୀୟ
উদাহরণ :
ଜଳଜୀରା ହଜମକାରକ ଏବଂ ଥଣ୍ଡା ହୋଇଥାଏ
সমার্থক : ଜଳଜୀରା
অন্যান্য ভাষায় অনুবাদ :
অর্থ : କଳା ଲୁଣ, ଚିନି, ଜିରା ତଥା ଖଟା ମିଶ୍ରିତ ଚୂର୍ଣ୍ଣକୁ ପାଣିରେ ଘୋଳି ପ୍ରସ୍ତୁତ କରାଯାଉଥିବା ଏକ ପ୍ରକାର ପାନୀୟ
উদাহরণ :
ସେ ବଜାରରୁ ଜଳଜୀରା ମଗାଇଲେ
সমার্থক : ଜଳଜୀରା
অন্যান্য ভাষায় অনুবাদ :