অর্থ : ଚେତା ଫେରେଇ ଆଣିବା
উদাহরণ :
ହୃଦୟ ଗତି ବନ୍ଦ ହେବାରୁ ବେହୋସ ହୋଇଥିବା ଲୋକର ଛାତି ଉପରେ ସେ ଚାପ ପକେଇ ତାକୁ ଜଗେଇଲେ
সমার্থক : ସଚେତ କରିବା
অন্যান্য ভাষায় অনুবাদ :
অর্থ : ଏଭଳି ସାଧନ ଯେଉଁଥିରେ ଯନ୍ତ୍ରମନ୍ତ୍ରର ପ୍ରଭାବ ଦେଖାଯାଏ
উদাহরণ :
ଅମାବାସ୍ୟା ରାତିରେ ତାନ୍ତ୍ରିକ ଯନ୍ତ୍ରତନ୍ତ୍ରକୁ ଜାଗୃତ କରେ
সমার্থক : ଜାଗୃତ କରିବା, ସାଧନ କରିବା
অন্যান্য ভাষায় অনুবাদ :