অর্থ : ଦାଗ, ମଇଳା ଆଦି ସଫା କରିବା
উদাহরণ :
ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
সমার্থক : ସଫାକରିବା
অন্যান্য ভাষায় অনুবাদ :
Make clean by removing dirt, filth, or unwanted substances from.
Clean the stove!.অর্থ : ଅଭ୍ୟାସ ଆଦି ଦୂର କରିବା
উদাহরণ :
ମୁଁ ମୋ ଝିଅକୁ ଆଙ୍ଗୁଠି ଚାଟିବା ଅଭ୍ୟାସକୁ ବଡ଼ କଷ୍ଟରେ ଛଡ଼ାଇଲି
সমার্থক : କାଢ଼ିନେବା, ଦୂର କରାଇବା, ବନ୍ଦ କରାଇବା
অন্যান্য ভাষায় অনুবাদ :
অর্থ : ଉପର ବସ୍ତୁ ବା ବସ୍ତୁର ଉପରିଭାଗକୁ ଚାଞ୍ଛି ଅଲଗା କରିବା
উদাহরণ :
ମାଆ କଡ଼େଇକୁ ଓଲଟାଇ ଚାଞ୍ଛୁଛନ୍ତି
অন্যান্য ভাষায় অনুবাদ :