সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଲଘୁ ବା ଛୋଟ ହେବାର ଅବସ୍ଥା ବା ଭାବ
উদাহরণ : କେହି ଛୋଟପଣିଆ ଅନୁଭବ କରିବା ଉଚିତ ନୁହେଁ
সমার্থক : ଅଳ୍ପତ୍ୱ, ଛୋଟପଣିଆ, ଲଘୁତା, ଲଘୁତ୍ୱ
অন্যান্য ভাষায় অনুবাদ :हिन्दी English
लघु या छोटे होने की अवस्था या भाव।
The property of having a relatively small size.
অর্থ : ଅଧମ ବା ନୀଚହେବାର ଅବସ୍ଥା ବା ଭାବ
উদাহরণ : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
সমার্থক : ଅଧମତା, ଅପକୃଷ୍ଟତା, ଛୋଟଲୋକୀ, ନୀଚତା, ନୀଚପଣ
अधम या नीच होने की अवस्था या भाव।
The quality of being morally wrong in principle or practice.
ইনস্টল