অর্থ : ଚିହ୍ନିପାରିବାର ପ୍ରକ୍ରିୟା ବା ଭାବ
উদাহরণ :
ତମ୍ବାକୁ ଚିହ୍ନିବା ପ୍ରସ୍ତର ଯୁଗରୁ ହିଁ ହେଇଯାଇଥିଲା
অন্যান্য ভাষায় অনুবাদ :
The process of recognizing something or someone by remembering.
A politician whose recall of names was as remarkable as his recognition of faces.অর্থ : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
উদাহরণ :
ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
সমার্থক : ଜାଣିବା
অন্যান্য ভাষায় অনুবাদ :
Be familiar or acquainted with a person or an object.
She doesn't know this composer.অর্থ : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
উদাহরণ :
ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
সমার্থক : ଜାଣିବା
অন্যান্য ভাষায় অনুবাদ :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।