অর্থ : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା
উদাহরণ :
ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
সমার্থক : ଦାଗ
অন্যান্য ভাষায় অনুবাদ :
অর্থ : ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର୍ଷ ବା ଚାପିବାଦ୍ୱାରା ପଡ଼ିଥିବା ଚିହ୍ନ
উদাহরণ :
ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
অন্যান্য ভাষায় অনুবাদ :
A concavity in a surface produced by pressing.
He left the impression of his fingers in the soft mud.অর্থ : କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
উদাহরণ :
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
অন্যান্য ভাষায় অনুবাদ :
অর্থ : ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ
উদাহরণ :
ରେଡ୍କ୍ରସ ଚିକିତ୍ସା କ୍ଷେତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଚିହ୍ନ ଅର୍ଜୁନ ଉପଲକ୍ଷକୁ ଦେଖି ଲକ୍ଷଭେଦନ କରିଥିଲେ ମେଘ ହେବାର କୌଣସି ଚିହ୍ନ ନାହିଁ
সমার্থক : ଉପଲକ୍ଷ, ନିଶାଣ, ପ୍ରତୀକ, ଲକ୍ଷଣ, ସଙ୍କେତ
অন্যান্য ভাষায় অনুবাদ :
दिखाई देने या समझ में आने वाला ऐसा लक्षण, जिससे कोई चीज़ पहचानी जा सके या किसी बात का कुछ प्रमाण मिले।
रेडक्रास चिकित्सा क्षेत्र का एक महत्वपूर्ण चिह्न है।অর্থ : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
উদাহরণ :
ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
অন্যান্য ভাষায় অনুবাদ :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।