অর্থ : କୌଣସି କାରଖାନା, ଘର ଆଦି ଉପରେ ତିଆରି ହୋଇଥିବା କଣା ଯେଉଁଥିରେ ଧୂଆଁ ବାହାରକୁ ବାହାରେ
উদাহরণ :
କାରଖାନାର ଚିମିନିରୁ ବହୁତ ଧୂଆଁ ବାହାରୁଛି
সমার্থক : ଚିମିନି
অন্যান্য ভাষায় অনুবাদ :
A vertical flue that provides a path through which smoke from a fire is carried away through the wall or roof of a building.
chimneyঅর্থ : ମଝିରୁ ବାହାରିଥିବା କାଚ ଆଦିର ନଳୀ ଯେଉଁଥିରେ ଲଣ୍ଠନ ଆଦିର ଧୂଆଁ ବାହାରେ
উদাহরণ :
ସେ ଚିମିନିର କଳାଅଂଶ ସଫାକରୁଛି
সমার্থক : ଚିମିନି
অন্যান্য ভাষায় অনুবাদ :