অর্থ : ବସ୍ତ୍ର, କାନ୍ଥଆଦି ଉପରେ ତିଆରି ହୋଇଥିବା ଚିତ୍ର
উদাহরণ :
ମନ୍ଦିରର କାନ୍ଥ ସୁନ୍ଦର ଚିତ୍ରକାରୀରେ ସଜ୍ଜିତ ହୋଇଛି
সমার্থক : କାରୁକାର୍ଯ୍ୟ
অন্যান্য ভাষায় অনুবাদ :
A picture or design printed from an engraving.
printঅর্থ : ଚିତ୍ର କରିବା ବିଦ୍ୟା ବା କଳା
উদাহরণ :
ଶ୍ୟାମ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହେଲା
সমার্থক : ଆଲେଖ୍ୟ ବିଦ୍ୟା, ଚିତ୍ରକଳା
অন্যান্য ভাষায় অনুবাদ :
चित्र बनाने की विद्या या कला।
श्याम चित्रकला प्रतियोगिता में प्रथम आया।