অর্থ : ଔଷଧ କାମରେ ଲାଗୁଥିବା ଗୋଟିଏ ଗଛ
উদাহরণ :
ଚିତାରେ କେତେପ୍ରକାରର ଔଷଧ ତିଆରି ହୁଏ
অন্যান্য ভাষায় অনুবাদ :
Any plumbaginaceous plant of the genus Plumbago.
plumbagoঅর্থ : ବିଲେଇ ଜାତିର ଗୋଟିଏ ହିଂସ୍ର ଜଙ୍ଗଲୀ ପଶୁ
উদাহরণ :
ଚିତାବାଘ ଖୁବ ଜୋରରେ ଦୌଡ଼ିପାରିବା ପଶୁ
অন্যান্য ভাষায় অনুবাদ :
অর্থ : ଶବ ଜଳାଯାଉଥିବା ବଛାବଛା କାଠର ଗଦା
উদাহরণ :
ଆଜିର ପରିବେଶ ଦେଖି ଏଭଳି ଲାଗୁଛି ଯେ ଗାନ୍ଧିଙ୍କ ଚିତା ସହିତ ହିଁ ଆପଣାଆପଣା ମଧ୍ୟରେ ସଦ୍ଭାବ, ପ୍ରେମ,ଅହିଂସା ସବୁକିଛି ଜଳି ପାଉଁଶ ହୋଇଗଲାଣି
অন্যান্য ভাষায় অনুবাদ :