অর্থ : ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍
উদাহরণ :
ପାଣିର ଅତ୍ୟଧିକ ଚାପ ଯୋଗୁ ବନ୍ଧ ଭାଙ୍ଗିଗଲା ତାଙ୍କର ରକ୍ତଚାପ ବହୁତ ବଢ଼ିଗଲା
সমার্থক : ପ୍ରଭାବ
অন্যান্য ভাষায় অনুবাদ :
অর্থ : ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ
উদাহরণ :
ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା
অন্যান্য ভাষায় অনুবাদ :
অর্থ : ଅଙ୍ଗଗୁଡ଼ିକୁ ଘେରି ରହିଥିବା ବା ସେଗୁଡ଼ିକୁ ସୁରକ୍ଷା ଦେଉଥିବା ଏକ ହାଡ଼ଯୁକ୍ତ ବକ୍ର ଶାରୀରିକ ଗଠନ
উদাহরণ :
ଚାପ ବିଶେଷକରି ପାଦ ଭିତରେ ଥାଏ
অন্যান্য ভাষায় অনুবাদ :
* एक वक्र हड्डीदार शारीरिक संरचना जो अंगों को घेरे रहती है या उनको सहारा देती है।
चाप विशेषकर पैरों के अंदर होती है।A curved bony structure supporting or enclosing organs (especially the inner sides of the feet).
arch