অর্থ : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା
উদাহরণ :
ସେ ବଜାରରୁ ଏକ ନୂଆ ଚାଦର କିଣିଲା
অন্যান্য ভাষায় অনুবাদ :
অর্থ : ଧାତୁର ପତଳା ଚାଦର ବା ଖଣ୍ଡ
উদাহরণ :
ଏହି ଗାଡ଼ିର ଶରୀର ଧାତୁ ପାତରେ ତିଆରି ହୋଇଛି
সমার্থক : ଧାତୁ ପାତ, ମେଟାଲ୍ ସୀଟ୍
অন্যান্য ভাষায় অনুবাদ :