অর্থ : ଜୀବନରେ କରାଯାଉଥିବା କାର୍ଯ୍ୟ ବା ଆଚରଣର ସ୍ୱରୂପ ଯାହା ଅନ୍ୟର ଯୋଗ୍ୟତା, ମନୁଷ୍ୟତ୍ୱଆଦିକୁ ସୂଚିତ କରେ
উদাহরণ :
ଚରିତ୍ର ମନୁଷ୍ୟର ଯୋଗ୍ୟତାକୁ ଦର୍ଶାଏ
অন্যান্য ভাষায় অনুবাদ :
जीवन में किए जाने वाले कार्यों या आचरणों का स्वरूप जो किसी की योग्यता, मनुष्यत्व आदि का सूचक होता है।
चरित्र मनुष्य की योग्यता को दर्शाता है।অর্থ : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
উদাহরণ :
ପ୍ରତିଦିନ ସକାଳେ ଜଲ୍ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ
অন্যান্য ভাষায় অনুবাদ :
অর্থ : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
উদাহরণ :
ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
সমার্থক : ପାତ୍ର
অন্যান্য ভাষায় অনুবাদ :