অর্থ : ଶସ୍ୟ ପେଷିବା ବା ଦଳିବା ପାଇଁ ମାନବ ଚାଳିତ ଏକ ଯନ୍ତ୍ର ଯେଉଁଥିରେ ଦୁଇଟି ଗୋଲ ପଥରଖଣ୍ଡ ଲାଗେ
উদাহরণ :
ଆଜିବି କିଛି ଗ୍ରାମୀଣ ମହିଳା ଚକିରେ ଅଟା ପେଷନ୍ତି
অন্যান্য ভাষায় অনুবাদ :
অর্থ : ଶସ୍ୟ, ଅନ୍ନ, ଦାନା, ଆଦି ପେଷିବାର ଯନ୍ତ୍ର ଯାହା ବିଜୁଳି, ମୋଟର ଆଦିରେ ଚାଲିଥାଏ
উদাহরণ :
ଏହି କଳର ଅଟା ମୋଟା ହୋଇଥାଏ
অন্যান্য ভাষায় অনুবাদ :
A mill for grinding grain into flour.
flour millঅর্থ : କାଗଜ ଆଦିରେ ତିଆରି ଯେଉଁ ଖେଳନାଟି ପବନ ସହାୟତାରେ ନାଚୁଥାଏ
উদাহরণ :
ଯେତେ ଯୋରରେ ପବନ ବହିବ, ଚକ୍ରି ସେତେ ଯୋରରେ ବୁଲିବ
অন্যান্য ভাষায় অনুবাদ :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collector