অর্থ : ଏକ ମାତ୍ରାଯୁକ୍ତ ଛନ୍ଦ ଯାହାର ପ୍ରତ୍ୟେକ ପାଦରେ ଏଗାର ଏବଂ ତେର ସ୍ଥାନରେ ବିଶ୍ରାମ ନେବାଦ୍ୱାରା ଚବିଶ ମାତ୍ରା ହୋଇଥାଏ
উদাহরণ :
ଘୋଷର ବିଷମ ପାଦରେ ଏଗାର-ଏଗାର ଏବଂ ସମ ଚରଣରେ ତେର-ତେର ମାତ୍ରା ଥାଏ
সমার্থক : ରୋଳା
অন্যান্য ভাষায় অনুবাদ :
অর্থ : କିଛି ସମୟ ପର୍ଯ୍ୟନ୍ତ ବଜାଏ ରହୁଥିବା ତେଜ ଧ୍ୱନି
উদাহরণ :
ଯୁଦ୍ଧର ନାଦ ଶୁଣିକରି ଭୀରୁମାନଙ୍କର ହୃଦୟ କମ୍ପି ଉଠିଲା
সমার্থক : ନାଦ
অন্যান্য ভাষায় অনুবাদ :
অর্থ : ଘୋର ଶବ୍ଦ କରିବା କ୍ରିୟା
উদাহরণ :
ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
সমার্থক : ଗର୍ଜନ
অন্যান্য ভাষায় অনুবাদ :