অর্থ : କାହାରିକୁ ମାରିବା ନିମନ୍ତେ ତା ଉପରକୁ ଫୋପଡ଼ା ଯାଉଥିବା ବିସ୍ପୋଟକ ପଦାର୍ଥର ବଡ଼ ଗୋଳା
উদাহরণ :
ବମ୍ ମାନବ ସମାଜ ନିମନ୍ତେ ବହୁତ କ୍ଷତିକାରକ
অন্যান্য ভাষায় অনুবাদ :
An explosive device fused to explode under specific conditions.
bombঅর্থ : କିଛି ବିଶେଷ ପ୍ରକାରର ଘାସ, ତୃଣ, ପତ୍ରସବୁ, ବାଉଁଶ ଆଦିରୁ ପ୍ରସ୍ତୁତ କରାଯାଉଥିବା ଗୋଲା ଯେଉଁଥିରୁ କାଗଜ ତିଆରି ହୁଏ
উদাহরণ :
ତାଙ୍କର ମଣ୍ଡ ତିଆରିକରୁଥିବା କାରଖାନା ବନ୍ଦ ହୋଇଗଲା
সমার্থক : ମଣ୍ଡ
অন্যান্য ভাষায় অনুবাদ :
कुछ विशेष प्रकार की घासों, टहनियों, पत्तियों, बाँसों आदि से तैयार किया हुआ वह गूदा जिससे कागज बनाया जाता है।
उनका लुगदी बनाने का कारख़ाना बंद हो गया है।Wood that has been ground to a pulp. Used in making cellulose products (as rayon or paper).
wood pulp