অর্থ : ଯେ କୌଣସି କଥା ଅଥବା ବସ୍ତୁର ଅନୁସନ୍ଧାନ କରେ
উদাহরণ :
ଅନ୍ତତଃ ଅନୁସନ୍ଧାନକାରୀଙ୍କ ଦଳ ହତ୍ୟାକାରୀର ସନ୍ଧାନ ପାଇଗଲେ
সমার্থক : ଅନୁସନ୍ଧାନକାରୀ, ଗୋଏନ୍ଦା
অন্যান্য ভাষায় অনুবাদ :
অর্থ : ଗୁପ୍ତରେ କୌଣସି ଖବର ସନ୍ଧାନ କରୁଥିବା ବ୍ୟକ୍ତି
উদাহরণ :
ଗୁପ୍ତଚରଙ୍କ ସୂଚନା ଅନୁସାରେ ନକଲି ନୋଟ୍ ଛାପୁଥିବା ଗୋଟିଏ ଦଳକୁ ପୋଲିସ୍ ଧରିଛନ୍ତି
অন্যান্য ভাষায় অনুবাদ :