অর্থ : ପ୍ରତି ରଙ୍ଗରେ ତାସର ଯେଉଁ ପତା ଗୋଟିଏ ଲେଖାଏଁ ଥାଏ
উদাহরণ :
ଶେଷରେ ସେ ରଙ୍ଗର ଗୁଲାମ ଖେଳି ଟୀକାକୁ କାଟିଲା
সমার্থক : ଗୋଲାମ
অন্যান্য ভাষায় অনুবাদ :
অর্থ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
উদাহরণ :
ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
অন্যান্য ভাষায় অনুবাদ :
A person who is owned by someone.
slave