অর্থ : ଜମି ବା ପହାଡ଼ ତଳେ ବା ଭିତରେ ବିସ୍ତୃତ ଓ ଖାଲି ଜାଗା ଯେଉଁଠାରେ ପ୍ରାୟ ପଶୁମାନେ ରହନ୍ତି
উদাহরণ :
ବାଘ ଗୁମ୍ଫାରେ ରହେ
সমার্থক : କନ୍ଦର, କନ୍ଦରା, ଖୋଲ, ଗହ୍ୱର, ଗୁହା
অন্যান্য ভাষায় অনুবাদ :
A geological formation consisting of an underground enclosure with access from the surface of the ground or from the sea.
caveঅর্থ : ତିବ୍ବତୀୟ ବୌଦ୍ଧ ସମାଜର ଏକ ନୃତ୍ୟ
উদাহরণ :
ସିକ୍କିମର ଗୋଟିଏ ଜାଗାରେ ମୁଁ ଗୁମ୍ଫାନୃତ୍ୟ ଉପଭୋଗ କଲି
সমার্থক : ଗୁମ୍ଫାନୃତ୍ୟ
অন্যান্য ভাষায় অনুবাদ :
Taking a series of rhythmical steps (and movements) in time to music.
dance, dancing, saltation, terpsichore