অর্থ : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ
উদাহরণ :
ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ
অন্যান্য ভাষায় অনুবাদ :
অর্থ : ଶସ୍ୟର ଚୂନା
উদাহরণ :
ପଶୁମାନଙ୍କୁ ଚୂନି, କୁଣ୍ଡା, ଭୁସିଆଦି ଗୋଳି କରି ଖାଇବାକୁ ଦିଆଯାଏ
অন্যান্য ভাষায় অনুবাদ :
Broken husks of the seeds of cereal grains that are separated from the flour by sifting.
branঅর্থ : ଗୋଟିଏ ରାଗ
উদাহরণ :
ମଲ୍ଲାର ରାଗର ଗୋଟିଏ ପ୍ରକାରଭେଦ ହେଉଛି ଗୁଣ୍ଡ ରାଗ
সমার্থক : ଗୁଣ୍ଡ ରାଗ
অন্যান্য ভাষায় অনুবাদ :
অর্থ : ଛୋଟଛୋଟ ଖଣ୍ଡ କରିବାର କାର୍ଯ୍ୟ
উদাহরণ :
ଗହମକୁ ଚୂରିଲେ ଗୁଣ୍ଡ ହୁଏ
অন্যান্য ভাষায় অনুবাদ :
অর্থ : କୌଣସି ପଦାର୍ଥ ଆଦିକୁ ଭାଙ୍ଗି ବା ଖଣ୍ଡଖଣ୍ଡ କରି ତିଆରି ହେଉଥିବା ଛୋଟଛୋଟ ଖଣ୍ଡ
উদাহরণ :
ଗୋଟିଏ କପରେ ବିସ୍କୁଟ ଚୂର୍ଣ୍ଣ,ଚିନି ଏବଂ ୫୦ଗ୍ରାମ କୋକୋ ପାଉଡର ମିଶାଅଶୁଖିଲା ଘାସ ଗୁଣ୍ଡକୁ ଏକାଠି କର
সমার্থক : ଚୂର୍ଣ୍ଣ
অন্যান্য ভাষায় অনুবাদ :
किसी पदार्थ आदि का टूट कर या तोड़कर बना हुआ छोटा छोटा टुकड़ा।
एक प्याले में बिस्किट का चूरा,शक्कर और ५० ग्राम कोको पावडर मिलाइए।Small piece of e.g. bread or cake.
crumbঅর্থ : ଚୂର୍ଣ୍ଣ କରିବାର କାମ
উদাহরণ :
ଏକ ସ୍ବତନ୍ତ୍ର ପଥରର ଗୁଣ୍ଡରୁ ସିମେଣ୍ଟ ମିଳେ
সমার্থক : ଚୂର୍ଣ୍ଣ
অন্যান্য ভাষায় অনুবাদ :
অর্থ : କୌଣସି ପଦାର୍ଥଆଦିର ଚୂର୍ଣ୍ଣ ବା ଭଙ୍ଗା ଖଣ୍ଡ
উদাহরণ :
ନିମ୍ବର ପତ୍ରଗୁଡ଼ିକୁ ଶୁଖାଇ ଏବଂ ତାକୁ ଚୂର୍ଣ୍ଣକରି ଘାଆଆଦିରେ ଲଗାଯାଏ
অন্যান্য ভাষায় অনুবাদ :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization