অর্থ : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
উদাহরণ :
ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
সমার্থক : ଗାଧୁଆପାଧୁଆ, ସ୍ନାନ
অন্যান্য ভাষায় অনুবাদ :
অর্থ : ଯେଉଁଥିରେ ସ୍ନାନ କରାଯାଇଛି
উদাহরণ :
ଗାଧୁଆ ପାଣି ଦୂଷିତ ହେବାର ଆଶଙ୍କା ଅଛି
অন্যান্য ভাষায় অনুবাদ :