অর্থ : ଗର୍ବ ଦେଖାଇବା ବା ଅଭିମାନ ଦେଖାଇବା
উদাহরণ :
ସେ ବହୁତ ଗର୍ବ କରେ
সমার্থক : ଉଦ୍ଧତ ହେବା, ଘମଣ୍ଡ ହେବା
অন্যান্য ভাষায় অনুবাদ :
অর্থ : ଅଭିମାନରେ ଭରି ଯାଇଥିବା
উদাহরণ :
ତାର ଟିକେ ପ୍ରଶଂସା ହେଲା ଏବଂ ସେ ଗର୍ବ କଲା
সমার্থক : ଅଭିମାନ କରିବା
অন্যান্য ভাষায় অনুবাদ :
अभिमान से भर जाना।
उसकी थोड़ी बड़ाई हुई और वह चढ़ गया।