অর্থ : ଯେଉଁ ପ୍ରକାରର ରୋଗରେ ଶରୀରରେ ଜ୍ୱଳନ ଅନୁଭୂତ ହୁଏ ଏବଂ କେବେ କେବେ ଶରୀରରେ ଦାନାଭଳି ବାହାରି ଆସେ
উদাহরণ :
ସେ ଉଷ୍ମାଘାତରେ ବ୍ୟାକୁଳ ହେଉଛି
সমার্থক : ଉଷ୍ମାଘାତ
অন্যান্য ভাষায় অনুবাদ :
অর্থ : ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ
উদাহরণ :
ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
অন্যান্য ভাষায় অনুবাদ :
অর্থ : ଗରମ ସମୟ
উদাহরণ :
ଖରାରେ ଶୋଷ ଅଧିକ ଲାଗେ
সমার্থক : ଉଷ୍ମ କାଳ, ଖରା, ଗ୍ରୀଷ୍ମ, ଗ୍ରୀଷ୍ମଋତୁ, ଗ୍ରୀଷ୍ମକାଳ
অন্যান্য ভাষায় অনুবাদ :
वह मौसम या समय जब कड़ी धूप होती है।
गर्मी में प्यास अधिक लगती है।অর্থ : ସେହି ପ୍ରାକୃତିକ ବିଦ୍ୟୁତ ବା ଅଗ୍ନିରୁ ଉତ୍ପନ୍ନ ହେଉଥିବା ଶକ୍ତି ଯାହା ପ୍ରଭାବରେ ଜିନିଷ ଗରମ ହୋଇ ତରଳେ ବା ବାଷ୍ପରୂପ ହୋଇଯାଏ ଏବଂ ଯାହାର ଅନୁଭବ ଗରମ ବା ଜ୍ୱଳନ ରୂପରେ ହୋଇଥାଏ
উদাহরণ :
ଭୀଷଣ ତାପ ଯୋଗୁ ତା’ ହାତ ଜଳିଗଲା
অন্যান্য ভাষায় অনুবাদ :
অর্থ : ତରଳ ବା ଗରମ ହୋଇଥିବା
উদাহরণ :
ମାଆ ତରଳ ଘିଅର ଖାସ୍ତା ଢାଳି ଖିରଗଜା ତିଆରି କରୁଛି
অন্যান্য ভাষায় অনুবাদ :
অর্থ : ଗରମ ସୃଷ୍ଟି କରିବା ବା ବଢ଼ାଉଥିବା
উদাহরণ :
ଏହି କୋଟ୍ ବହୁତ ଗରମ
অন্যান্য ভাষায় অনুবাদ :
Having or producing a comfortable and agreeable degree of heat or imparting or maintaining heat.
A warm body.অর্থ : ଯାହା ବହୁତ ଗରମ
উদাহরণ :
ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା
অন্যান্য ভাষায় অনুবাদ :
Hot enough to burn with or as if with a hissing sound.
A sizzling steak.