অর্থ : ଅଣ୍ଡିରା ଗଧ
উদাহরণ :
ଧୋବା ଦୁଇଟି ଗଧୀ ଓ ଗୋଟିଏ ଗଧ ପାଳିଛି
সমার্থক : ଗର୍ଧବ
অন্যান্য ভাষায় অনুবাদ :
Domestic beast of burden descended from the African wild ass. Patient but stubborn.
domestic ass, donkey, equus asinusঅর্থ : ଘୋଡ଼ାଭଳି ବା ତାଠାରୁ ଛୋଟ ଗୋଟିଏ ଚତୁସ୍ପଦପ୍ରାଣୀ
উদাহরণ :
ଗଧ ଠିଆଠିଆ ଶୁଏ
অন্যান্য ভাষায় অনুবাদ :
Hardy and sure-footed animal smaller and with longer ears than the horse.
assঅর্থ : ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍ ବୁଦ୍ଧି
উদাহরণ :
ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍ ନୁହେଁ
সমার্থক : ଗୋବରଗଣେଶ, ମୂର୍ଖ, ମୂର୍ଖ ବ୍ୟକ୍ତି
অন্যান্য ভাষায় অনুবাদ :
वह व्यक्ति जिसमें बुद्धि न हो या कम हो।
समाज में मूर्खों की कमी नहीं है।