অর্থ : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
উদাহরণ :
କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍ ହୁଏ ନାହିଁ ତାର କି ଦଶା ପଡ଼ିଲା
সমার্থক : ଅବସ୍ଥା, ଦଶା, ସ୍ଥିତି, ହାଲ୍ଚାଲ୍
অন্যান্য ভাষায় অনুবাদ :
The way something is with respect to its main attributes.
The current state of knowledge.অর্থ : ଚାଲିବା କ୍ରିୟା
উদাহরণ :
ସେ ଶୀଘ୍ର ଗତିରେ କେଉଁଠିକୁ ଯାଉଛି?
সমার্থক : ଚାଲି
অন্যান্য ভাষায় অনুবাদ :
অর্থ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ ଯାହାଙ୍କର ବିବାହ ପୁଲହ ଋଷିଙ୍କ ସହିତ ହୋଇଥିଲା
উদাহরণ :
ଗତି ଅନୁସୁଇୟାଙ୍କ ସାନ ଭଉଣୀ ଥିଲେ
অন্যান্য ভাষায় অনুবাদ :
कर्दम ऋषि एवं देवहूति की नौ कन्याओं में से एक जिनका विवाह पुलह ऋषि के साथ हुआ था।
गति अनुसुइया की छोटी बहन थीं।An imaginary being of myth or fable.
mythical being