অর্থ : କ୍ରୋଧୀକୁ ବୁଝାଇବା ପ୍ରକ୍ରିୟା
উদাহরণ :
ସେ ତାର ରୁଷିଥିବା ସ୍ତ୍ରୀପାଖରେ ଖୋସାମତି କରୁଛି
সমার্থক : ଚାଟୁବୃତ୍ତି
অন্যান্য ভাষায় অনুবাদ :
অর্থ : କାହାରିକୁ ପ୍ରସନ୍ନ କରିବାପାଇଁ ମିଛ ବା ଅତ୍ୟଧିକ ପ୍ରଶଂସା କରିବା ପ୍ରକ୍ରିୟା
উদাহরণ :
ମଞ୍ଜୁ ଖୋସାମତି କରିବାରେ ଓସ୍ତାଦ
সমার্থক : ଚାଟୁକାରିତା, ଚାମଚାଗିରୀ
অন্যান্য ভাষায় অনুবাদ :
किसी को प्रसन्न करने के लिए झूठी या अत्यधिक प्रशंसा करने की क्रिया, अवस्था या भाव।
लगता है कि मंजुली को तारीफ़ और चापलूसी में फ़र्क़ नहीं समझ आता है।