অর্থ : ଶରୀରରେ ଫୋଡ଼ିଯାଇଥିବା କଣ୍ଟାର ଯେଉଁ ଅଂଶ ଭାଙ୍ଗି ଶରୀର ଭିତରେ ହିଁ ରହିଯାଇଥାଏ
উদাহরণ :
ଶ୍ୟାମା ଛୁଞ୍ଚି ସାହାଯ୍ୟରେ ଖୁଞ୍ଚା ବାହାର କରିବାକୁ ଉଦ୍ୟମ କରୁଛି
সমার্থক : ଖୁଞ୍ଚା
অন্যান্য ভাষায় অনুবাদ :
शरीर में चुभे हुए काँटे का वह भाग जो टूटकर शरीर के भीतर ही रह गया हो।
श्यामा सूई की सहायता से नटसाल को निकालने की कोशिश कर रही है।