অর্থ : ପକ୍ଷୀମାନେ ଥଣ୍ଟଦ୍ୱାରା ଦାନା ବା କଣିକା ଖାଇବା
উদাহরণ :
ପାରା ଛାତଉପରେ ଦାନା ଖୁଣ୍ଟୁଛି
অন্যান্য ভাষায় অনুবাদ :
অর্থ : ଅଳ୍ପଅଳ୍ପ କାଟିକରି ଖାଇବା
উদাহরণ :
ଖେତରେ ଛେଳିଗୁଡ଼ିକ ଛୋଟଗଛର ପତ୍ର ଖୁଣ୍ଟି ଖାଉଛନ୍ତି
সমার্থক : ଖୁଣ୍ଟି ଖାଇବା, ଟୋକିବା
অন্যান্য ভাষায় অনুবাদ :